Advertisment

‘ଦୁଷ୍କର୍ମ ଧମକ ଦେଲେ ସବୁ ଲୁଟିନେଲେ’ |Shocking Midnight Robbery in Bonai |Cash & Gold Looted |Sundargarh

author-image
Odisha Reporter

‘ଦୁଷ୍କର୍ମ ଧମକ ଦେଲେ ସବୁ ଲୁଟିନେଲେ’ | Shocking Midnight Robbery in Bonai | Cash & Gold Looted | Sundargarh | Odisha Reporter
ବଣାଇ ଥାନାର ହାଟପଦା ନିକଟରେ ଥିବା ଅଶ୍ବିନୀ ଇଲେକ୍ଟ୍ରି ଦୋକାନ ମଲିକଙ୍କ ଘରେ ରାତି ପ୍ରାୟ ୧୨ଟାରେ ୫ ଜଣ ମୁଖା ପିନ୍ଧା ଡକାୟତ ବନ୍ଧୁକ ମାରଣାସ୍ତ୍ର ଧରି ଘରେ ପଶି ପ୍ରଥମେ କର୍ମଚାରୀଙ୍କୁ ମାଡ ମାରି ମାଲିକାଣିକୁ ଫୋନ କରିବାକୁ କହିଥିଲେ। ପରେ ମାଲିକାଣି ରହୁ ଥିବା ଘରେ ପଶିଲେ । ବିଧବା ମହିଳାଙ୍କୁ ତଣ୍ଟି ଧରି ହାତ ଗୋଡ଼ ବାନ୍ଧି ୪୦ ଭରି ସୁନା ନଗଦ ୨୫ ଲକ୍ଷ ଟଙ୍କା ନେଇ ଫେରରା ହୋଇଗଲେ ..
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Dacoits#bonai#loot#Odisha#OdishaReporter

Advertisment
Odisha police investigation odisha dacoity case ganjam crime news crime in Odisha robbery cctv footage Odisha News Today Night Robbery Odisha masked robbers odisha Odisha Latest Crime Odisha reporter news otv crime update widow robbery odisha gold robbery odisha 25 lakh cash loot ashwini electric shop odisha dacoity odisha robbery news odisha loot case banai police station banai robbery Odisha crime news Odisha Reporter