#ହାତ_ଯୋଡ଼ୁଛି_ପୁଅକୁ_ମୋର_ଖୋଜିଆଣ
ଓଡ଼ିଆ ଯୁବ ସେଲର ସାର୍ଥକ ମହାପାତ୍ରଙ୍କ ରହସ୍ୟମୟ ନିଖୋଜ । ୱେଷ୍ଟ ଆଫ୍ରିକାରୁ ସିଙ୍ଗାପୁର ଫେରୁଥିବା ବେଳେ ମାଲେସିଆ ନିକଟବର୍ତ୍ତୀ ସମୁଦ୍ରରେ ନିଖୋଜ ହୋଇଛନ୍ତି ସାର୍ଥକ । EA JERSEY ଜାହାଜ ରେ ସାର୍ଥକ କ୍ରିୟୁ ମେମ୍ବର ଥିଲେ। ଗତକାଲି ଜାହାଜ ର ତାଙ୍କ ରୁମ୍ ଭିତରୁ ରହସ୍ୟ ଭାବେ ନିଖୋଜ ହୋଇ ଯାଇଛନ୍ତି । ଏନେଇ ତାଙ୍କ ମାଆ ରଶ୍ମିତା ମହାପାତ୍ରଙ୍କୁ ସାହାଯ୍ୟ ସହଯୋଗ କରିବାକୁ ନିବେଦନ କରିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Odiasailor#sarthakmohapatra#missing#Bhadrak#Odiayouth
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
