Advertisment

ଅଧିକାରୀଙ୍କୁ ଫୋନ୍ କରି ମୋରମ ମାଗିଲେ ସୋଫିଆ || MLA Sofia Firdous Slams Six-Lane Road Work in Cuttack ||OR

author-image
Odisha Reporter

ଅଧିକାରୀଙ୍କୁ ଫୋନ୍ କରି ମୋରମ ମାଗିଲେ ସୋଫିଆ || MLA Sofia Firdous Slams Six-Lane Road Work in Cuttack || Odisha Reporter
କଟକ ଚହଟା ଛକଠାରୁ ମଧୁସୂଦନ ସେତୁ ପର୍ଯ୍ୟନ୍ତ ନିର୍ମାଣଧିନ ଛଅ ଲେନ ବିଶିଷ୍ଟ ରାସ୍ତା କାମକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋଶ। ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉ ଥିବା ବେଳେ, ସମଗ୍ର ଅଞ୍ଚଳ ଧୂଳିରେ ପରିପୂର୍ଣ ହୋଇ ପରିବେଶକୁ ଅଣନିଶ୍ବାସୀ କରି ଦେଉ ଥିବା ସ୍ଥାନୀୟ ବାସିନ୍ଦା ଅନେକ ଦିନ ଧରି ଅଭିଯୋଗ କରି ଆସୁଥିଲେ। ଏହାକୁ ନେଇ ଆଜି ନିଜେ ପହଞ୍ଚି କାର୍ଯ୍ୟର ସମୀକ୍ଷା କରିଛନ୍ତି ବାରବାଟି କଟକ ବିଧାୟିକା ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Cuttack#SofiaFirdous#Congressmla#roadproblem

Advertisment
OTV FeeDin Road Work Delay Cuttack Civic Issues Odisha Odisha breaking news Cuttack Development Issues Madhusudan Setu Road Chahata Chhak Road Odisha infrastructure news Cuttack Road Construction sofia-firdous Barabati Cuttack MLA Cuttack Six Lane Road Odisha National News oriya news today odia khabar odia news live ajira odia news news in odia odisha reporter youtube national news in odia Odisha Reporter Odisha News