ଆଉଟସୋର୍ସିଂ ବନ୍ଦ ପାଇଁ SOP || OPRB SI Recruitment Scam || Crime Branch || Odisha Govt Job Scam || Odisha Reporter
ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବା OPRB ଦ୍ବାରା ପୋଲିସ୍ ସବ-ଇନସପେକ୍ଟର ବା ଏସଆଇ ନିଯୁକ୍ତି ପରୀକ୍ଷା ପୂର୍ବରୁ ପୁଣିଥରେ କିଭଳି ହୋଟେଲକୁ ନେଇ ପ୍ରଶ୍ନପତ୍ରର ମକଡ୍ରିଲ୍ ପାଇଁ ଯୋଜନା ଥିଲା, ତାହା ପଦାକୁ ଆସିଛି । ସେପଟେମ୍ବର 30ରେ ଏହି ଘଟଣା ଜଣାପଡ଼ିବା ପରେ କ୍ରାଇମ୍ବ୍ରାଞ୍ଚ୍ ପୋଲିସ୍ 6 ଜଣ ବ୍ରୋକର, ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ 120ଜଣଙ୍କୁ ଗିରଫ କରିଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#SOP#odishapolice#oprb#siexamscam ##outsourcing
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us