#ମୋକିମଙ୍କୁ_କାଉଣ୍ଟର_ପାଇଁ_ଭକ୍ତ_ତିଆରି_କଲେ_ସୋଫିଆ_ଅସ୍ତ୍ର
କଟକରେ କଂଗ୍ରେସ ଗଡକୁ ଜଗିବେ ସୋଫିଆ। ନିଜେ ନେବେ ନେୃତୃତ୍ବ। କଟକ କଂଗ୍ରେସର ଚେହେରା ଥିବା ବାପା ମୋକିମଙ୍କୁ ଦଳ ପଛ ଗେଟ୍ ସିନା ଦେଖାଇଦେଲା ଝିଅ କିନ୍ତୁ ସଜାଗ। ଦରକାର ପଡିଲେ ବାପାଙ୍କୁ ବି ଛାଡିବେନି। କରିବେ କାଉଣ୍ଟର ଆଟାକ୍। ଲଗାତର ଦୁଇ ଦିନ ଧରି ସୋଫିଆଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିଥିଲା, ବାପା ମୋକିମଙ୍କ ପରେ କଟକରେ କଂଗ୍ରେସ ସଂଗଠନ କେମିତି ଦୃଢ ହେବ। ସୋଫିଆ ସଫା ସଫା କହୁଛନ୍ତି, ଦଳ ପୂର୍ବରୁ ଯେମିତି ଚାଲିଥିଲା ଏବେବି ସେମିତି ଚାଲିବ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#SofiaFirdous#cuttack#MohammedMoquim#OdishaPolitics#Bhaktadas#congress
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
