Advertisment

Special Story: ଦୟାନଦୀ ପଠାରେ ନାବାଳିକାଙ୍କୁ ଧର୍ଷଣ ପରେ ୨ ଅଭିଯୁକ୍ତ ଗିରଫ |Minor Gang-Raped | Bhubaneswar

Advertisment

ଭୁବନେଶ୍ବରରେ ଜଘନ୍ୟ, ଭୟଙ୍କର, ଛାତି ଥରାଇଦେବା ଭଳି ଘଟଣା। ଟଙ୍କା ମାଗିଲେ, ନିସ୍ତୁମ ମାଡ଼ ମାରିଲେ। ଏତିକିରେ ମନ ଶାନ୍ତି ହେଲନି ଯେ ନାବାଳିକାକୁ ଝୁଣି ଖାଇଲେ। ରାଜଧାନୀରେ ଗୋପାଳପୁର ବିଚ୍‌ ଗଣଦୁଷ୍କର୍ମର ପୁନରାବୃତ୍ତି, ସୀମା ଟପିଲା ବର୍ବରତା। ଧଉଳି ବୁଲିବାକୁ ଯାଇଥିବାବେଳେ ଦୟାନଦୀ କୂଳରେ ନାବାଳିକାକୁ ଗଣଦୁଷ୍କର୍ମ। ଏନେଇ ଥାନାରେ ଅଭିଯୋଗ ପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ରାଜଧାନୀ ଛାତି ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: #crimenews_bhubaneswar">https://www.instagram.com/odishareporter_official/#crimenews_bhubaneswar#MinorRapeCase_Odisha#WomensSafety#OdishaCrime#OdishaReporter

Advertisment
Odisha Odisha Reporter Odisha News National News odia breaking news ajira odia news Odisha crime update Odisha Police Action Odisha Law and Order oriya samachar Bhubaneswar crime news Bhubaneswar Breaking News Bhubaneswar news today Odisha latest crime news minor assault case Odisha Dhauli police station news minor gang rape Odisha Dhauli police case Daya river incident capital city crime Bhubaneswar safety news rape case arrest Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe