#ଆଗରେ_ବେପାର_ପଛରେ_ପାପ
ବାହାରୁ ଦେଖିଲେ ଚକା ଚକ୍ ମେଡିସିନ ଷ୍ଟୋର। ହେଲେ ଦୋକାନ ଭିତରେ ଚାଲିଥିଲା ଆଇନର ଖୋଲା ଉଲ୍ଲଂଘନ। ଇଏ କୌଣସି ଆଭ୍ୟନ୍ତରିଣ ଅଂଚଳର କଥା ନୁହେଁ,ଖୋଦ୍ ସୋନପୁର ଜିଲ୍ଲାର ପ୍ରମଖୁ ଉପଖଣ୍ଡ ବୀରମହାରାଜପୁରର ଘଟଣା। ସଦର ମହକୁମା ମୁଖ୍ୟ ଛକରେ, ମାସେ କି ଦୁଇମାସ ନୁହେଁ, ବର୍ଷବର୍ଷ ଧରି ଚାଲିଥିଲା ଅବୈଧ କାରବାର। ଏଠି ମେଡିସିନ ବିକ୍ରି ଆଳରେ ଚାଲୁଥିଲା ଭ୍ରୁଣହତ୍ୟା ଭଳି ଘୃଣିତ କାମ।
#OdishaReporter#sonepur#medicinestore#scam#raid#illegalwork
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us