#ଚୁଟି_କହିବ_ସତ #କିଏ_ମାରିଲା_କିନ୍ନର_ଅଞ୍ଜଳିଙ୍କୁ?
ବାଇକରେ ଆସିଲେ କିନ୍ନରଙ୍କ ସହ କଥାବାର୍ତ୍ତା ହେଲେ । କେହି କିଛି ବୁଝିବା ଆଗରୁ ଛୁରିରେ ଭୁସିଦେଲେ । ଶେଷରେ ଆଖି ବୁଜିଲେ କିନ୍ନର ଅଞ୍ଜଳି । ତଦନ୍ତ ସମୟରେ ପୋଲିସ ହାତରେ ଲାଗିଛି ବଡ଼ ସୁରାଗ । ଘଟଣା ସ୍ଥଳରେ କିଛି ଆପତ୍ତିଜନକ ସାମଗ୍ରୀ ସହ ପଡ଼ିଥିବା ଏକ ନକଲି ଚୁଟି ବା ୱିଗ୍ ରହସ୍ୟ ବଢାଉଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#kinner#transgender#dineshrout#Anjalikinner#pipili#transgendermurder#Bhubaneswar
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
