Advertisment

Special Story | ରାଜପଥରେ ରକ୍ତଭୋଜି!:ଟ୍ରେଲର-ପୋଲିସ ବୋଲେରୋ ଭିତରେ ମୁହାଁମୁହିଁ ଧକ୍କା | Odisha Reporter

author-image
Odisha Reporter

ଆଜି ଭୋର୍‌ରୁ ଝାରସୁଗୁଡା ସଦର ଥାନା ସାମ୍ନାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଟ୍ରଲର ସହ ପୋଲିସ ଗାଡିର ମୁହାଁମୁହିଁ ଧକ୍କାରେ ଘଟଣାସ୍ଥଳରେ ୫ ଜଣ ପୋଲିସ କର୍ମଚାରୀଙ୍କ ଜୀବନ ଚାଲିଯାଇଛି। ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ମୃତକ ପୋଲିସ କର୍ମଚାରୀମାନେ ହେଲେ ଏପିଆର କାଶୀରାମ ଭୋଇ, ଦେବଦତ୍ତ ସା, ସବ ଇନ୍ସପେକ୍ଟର ନିରଞ୍ଜନ କୁଜୁର, ଏପିଆର ହାବିଲଦାର ଲିଙ୍ଗରାଜ ଧୂରୁଆ ଓ ହୋମଗାର୍ଡ ଭକ୍ତବନ୍ଧୁ ମିର୍ଦ୍ଧା ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#crime#bhubaneswar#policeinvestigation#RoadAccident_Odisha#PoliceCasualty_Jharsuguda#BreakingNewsOdisha#JharsugudaAccident#TrailerCollision#OdishaPoliceUpdate#FatalCrash#JharsugudaSadarCrash

Advertisment
Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News