#ଗିଫ୍ଟ_ବକ୍ସରୁ_ବାହାରିଲା_ଗାର୍ଲଫ୍ରେଣ୍ଡର_ଅଧାପୋଡ଼ା_ଶବ
ଗୋଟିଏରେ ମନ ମାନୁନଥିଲା। ସେଥିପାଇଁ ବାରମ୍ବାର ବାହା ହେଉଥିଲା ଲମ୍ପଟ ପୁରୁଷ। ୨-୨ଟା ଝିଅକୁ ବାହାହେବା ପରେ, ପୁଣି ମନରେ ଫୁଟିଥିଲା ପ୍ରେମର ଗୋଲାପ। ଦୁଇ-ଦୁଇଟା ସ୍ତ୍ରୀକୁ ଛି କରି, ପ୍ରେମିକା ସହ ଲିଭ୍-ଇନରେ ରହିଲା। ଆଉ ଶେଷରେ ପ୍ରେମିକା ବାହାହେବାକୁ ବାଧ୍ୟ କରିବାରୁ ତାକୁ ଜୀବନରୁ ମାରିଦେଲା। ଦର୍ଶକବନ୍ଧୁ ଏତିକିରେ ସରିନି ଏ ଜଘନ୍ୟ ଘଟଣାର କାହାଣୀ। ଗାର୍ଲଫ୍ରେଣ୍ଡର ଡେଡବଡିକୁ ଅଧାପୋଡ଼ା କରି ନୂଆବର୍ଷରେ ସେକେଣ୍ଡ ୱାଇଫକୁ ଦେଇଥିଲା ନୂଆବର୍ଷର ସରପ୍ରାଇଜ୍ ଗିଫ୍ଟ।
#OdishaReporter#uttarpradeshmurder#murdermystry#boyfriendkillgirlfriend
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
