#ଷ୍ଟ୍ରେଚର_ଉପରୁ_ଶହୀଦ_ସ୍ୱାମୀଙ୍କୁ_ସଲାମ
#ଶେଷ_ଦର୍ଶନ_ପାଇଁ_ଆସିଛି_ନବଜାତକ_ପିଲା
ଜୁଇ ଉପରେ ତ୍ରିରଙ୍ଗାରେ ଘୋଡ଼ି ହୋଇ ଶୋଇଛି ଶହୀଦ ଯବାନ...ଶେଷ ଦର୍ଶନ କରିବାକୁ ଷ୍ଟ୍ରେଚରରେ ଆସିଛନ୍ତି ପତ୍ନୀ... ମାତ୍ରଆଠ ଘଣ୍ଟା ପୂର୍ବରୁ ଜନ୍ମ ନେଇଥିବା ଶିଶୁ କନ୍ୟା ବାପାକୁ ଦେଉଛି ସଲାମ । ....ପ୍ରମୋଦ ଯାଦବ ଅମର ରହେ ନାରା ଆଉ ସେନାର ସଲାମୀ ଧ୍ୱନୀ ଭିତରେ ବି ସ୍ତବ୍ଧ ପୂରା ଅଞ୍ଚଳ । ଏ ଦୃଶ୍ୟ ଯିଏ ଦେଖୁଛି ଆଖିର ଅଶ୍ରୁକୁ ଅଟକାଇ ପାରୁନି । #OdishaReporter#maharashtra#Satara#lastrites#martyred#saheedjawan#pramodjadhav
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us