#ଭଦ୍ରକର_ରାଣୀ_ମହୁମାଛି
#୧୩ବର୍ଷର_ନାବାଳିକାକୁ_ଟେକି_ନେଇ..।
ପଡୋଶୀ ରଚିଲେ ସାଂଘାତିକ ଷଡଯନ୍ତ୍ର । ବୁଢ଼ା ବର ପାଇଁ ଠିକ୍ କଲେ ନାବାଳିକା କନିଆ। ସୁଯୋଗ ଦେଖି ଘର ପାଖରୁ ଉଠାଇନେଲେ। ହାତଗୋଡ଼ ବାନ୍ଧି ଦିଲ୍ଲୀ ପଠାଇଦେଲେ। ହେଲେ ଫସର ଫାଟିଗଲା ସବୁ ପ୍ଲାନ୍ । ଶେଷରେ ନାବାଳିକାକୁ ରାସ୍ତା କଡ଼ରେ ଛାଡ଼ି ମହିଳା ଫେରାର । ଏପରି ଏକ ସାଂଘାତିକ କାଣ୍ଡ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନରେ ଘଟିଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#CrimeNews_Bhadrak#MinorGirlCase_Odisha#KidnappingCase#ChildProtectionIndia#CriminalConspiracy#ChildTrafficking#MinorAbduction#womenandcrimescenes
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
