#ଭୟ_ଓ_ଆତଙ୍କର_ସେଇ_10_ମିନିଟ
କେତେ ଭୟାନକ ଥିଲା ମୃତ୍ୟୁର ଆଁ ଭିତରେ ଥିବା ସେ ମୁହୂର୍ତ୍ତ । ଛାତି ଧଡ ଧଡ଼ । କେତବେଳେ କିଛି ହୋଇଯିବ । ଜୀବନ ରହିବ ନା ରହବନି। ପ୍ରାଣ ବାୟୁ ଉଡିଯିବ କି । ଭୟ ଆତଙ୍କର ସେଇ 10 ମିନିଟ। ଜୀବନରେ କେବେବି ଭୁଲି ପାରିବେନି ଯାତ୍ରୀ। ରାଉରକେଲା ବିମାନ ଦୁର୍ଘଟଣାକୁ ସାମ୍ନା କରି ଶେଷରେ ମୁମ୍ବାଇରୁ ସୁସ୍ଥ ହୋଇ ଫେରିବା ପରେ ସେ ଛାତିଥରା କାହାଣୀ ବଖାଣିଛନ୍ତି ରାଉରକେଲାର ଯାତ୍ରୀ ସୁନୀଲ ଅଗ୍ରୱାଲ।
Ten minutes inside the grip of death — moments that can never be forgotten.
Heart pounding… breath trembling… not knowing whether life would continue or end the next second.
✈️ After facing the terrifying Rourkela aircraft incident, Rourkela passenger Sunil Agrawal finally returned healthy from Mumbai and shared his chest-tightening, real-life survival story.
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Rourkela ##planecrash#mayday#PlaneCrashSurvivor#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us