Advertisment

Special Story| ଝିଅ ପ୍ରେମ କଲା, ମାଆ ମାଡ଼ ଖାଇଲା ରାସ୍ତାଘାଟ ମାନିଲେନି, ସମସ୍ତେ ପିଟିଚାଲିଲେ |Odisha Reporter

author-image
Odisha Reporter

#ଝିଅ_ପ୍ରେମ_କଲା_ମାଆ_ମାଡ଼_ଖାଇଲା
#ରାସ୍ତାଘାଟ_ମାନିଲେନି_ସମସ୍ତେ_ମିଶି_ମାଡ଼ି_ବସିଲେ
ଏଠି ଗୋଟେ ଝିଅ-ପୁଅର ପ୍ରେମ ବିବାହକୁ ନେଇ ମଝି ରାସ୍ତାରେ ଆରମ୍ଭ ହୋଇଥିଲା ମହାଭାରତ। ଆଉ ଏ ଭିଡ଼ିଓରେ ମାଡ଼ ଖାଉଥିବା ମହିଳା ଜଣକ ହେଉଛନ୍ତି ନୂଆକରି ବୋହୂ ସାଜିଥିବା ଯୁବତୀଙ୍କ ମାଉସୀ। ଦୁଇମାସ ତଳେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ କେଶପୁରର ସସ୍ମିତା ପଣ୍ଡା ଘରୁ ଚାଲିଯାଇ ବେନ୍ତାଳ ଗ୍ରାମର ଜଣେ ଯୁବକଙ୍କୁ ବିବାହ କରିଥିଲେ । ଯାହାକୁ ବିରୋଧ କରୁଥିଲେ ମା’ ସସ୍ମିତା।
#odishareporter#Bhadrak#LoveAffairIncident#FamilyViolence#DomesticAssault#CriticalInjury#Hospitalized#ViolentAssault

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Odisha social issue news Bhadrak incident viral video Odisha Police News Love marriage conflict Odia news today Odisha breaking news Public road assault Odisha Family Dispute Odisha Bhadrak latest news Odisha crime news today Love marriage violence India Odisha Viral News Bhadrak Sabarang police Love marriage controversy Odisha Odisha love marriage news Bhadrak News Odisha National News oriya news today odia news live Odisha Reporter