ମାଆ ଆଖିରେ ଆଜି ବି ପୁଅ ବଞ୍ଚିଛି । ମାଆର ଅମାନିଆ ମନ ଜମା ବୁଝୁନି । 11 ବର୍ଷ ତଳେ ସହିଦ ହୋଇଥିବା ପୁଅର ଫଟୋରେ ଫୁଲମାଳ ସିନା ଝୁଲୁଛି ହେଲେ ଜଣେ ମାଆର ସ୍ନେହ ମମତା ଦେଖିଲେ , ଆପଣ ବି କହିବେ, ଦୁନିଆରେ ଏମିତି ବି ମାଆ ଅଛନ୍ତି । ଇଏ କୌଣସି ଫିଲ୍ମର କାହାଣୀ ନୁହେଁ, ସତ ସତିକା ଘଟଣା, ସ୍ନେହ-ମମତା ଆଳରେ ମାଆ ଭୁଲି ଯାଇଛି ଯେ, ପୁଅ ତାର ଦେଶ ପାଇଁ ସହିଦ ହୋଇଯାଇଛି। Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
