#ବାୟା_କଲା_କୋରିଆନ_ଅନଲାଇନ୍_ଗେମ୍
#ଡେଇଁପଡିଲେ_୩_ଭଉଣୀ
ମଙ୍ଗଳବାର ରାତି ପ୍ରାୟ ସାଢେ ୨ଟା... ୯ ମହଲା ଉପରୁ ଦୁଲ୍ଦାଲ୍ ହୋଇ ଡେଇଁପଡିଲେ ଜଣକ ପରେ ଜଣେ । ଆଉ ଏକାସାଙ୍ଗେ ଚାଲିଯାଇଥିଲା ୩ ଜଣଙ୍କ ଜୀବନ । ଉତ୍ତରପ୍ରଦେଶ ଗାଜିଆବାଦରୁ ସାମ୍ନାକୁ ଆସିଥିବା ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ । କୁହାଯାଉଛି, ଏହି 3 ଭଉଣୀ 'କୋରିଆନ ଲଭର' ନାମକ ଅନଲାଇମ ଗେମ୍ ନିଶାରେ ପଡିଯାଇଥିଲେ ।
#minordeath#koreangame#UttarPradesh#nationalstory#minorjumpfrombalcony#badinfluence_onlinegame
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
