Advertisment

Special Story| NHAIକୁ ଜଣା ନାହିଁ, STA 50ରେ କାଟୁଛି ଫାଇନ୍ | Speed Limit Confusion on National Highway

author-image
Odisha Reporter

ରାସ୍ତା ଏନଏଚଏଆଇର କିନ୍ତୁ କ୍ୟାମେରା ଲଗାଇ ଫାଇନ୍ ଆଦାୟ କରୁଛି ଏସଟିଏ । ଏନଏଚଆଇ ବୋର୍ଡ ଲଗାଇ କହୁଛି ଆମେ ଭଲ ରାସ୍ତା ଦେଇଛୁ , ତୁମେ 80 କିଲୋମିଟର ବେଗରେ ଗାଡି ଚଳାଅ । କିନ୍ତୁ ଏନଏଚଏଆଇକୁ ନ ଜଣାଇ ଏସଟିଏର ଜାତୀୟ ରାଜପଥରେ 50 କିଲୋ ମିଟର ନୂଆ ନିୟମ ଲଗାଇ ଚାଲାଣ ପରେ ଚାଲାଣ କାଟି ଚାଲିଛି । ଏନଏଚଆଇ ରାସ୍ତା ପାଇଁ ଟୋଲ୍ ଗେଟରୁ ପାଇସା ଆଦାୟ କରୁଛି । ଆଉ ଏସଟିଏ ସେହି ରାସ୍ତା ଉପରେ କ୍ୟାମେରା ଲଗାଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#nhai#sta#fine#traffic_rule#bhubaneswar#camera

Advertisment
Odisha Reporter NHAI National News odisha reporter youtube Odisha Viral News Breaking Odisha news Odisha traffic news transport department Odisha traffic rules India traffic challan Odisha STA Odisha National Highway Fine Speed Limit Controversy Traffic Camera Fine Highway Speed Limit Toll Gate Issue Camera Raj NH Speed Limit 80 Speed Limit 50 Fine NHAI Road Odisha Highway Scam Speed Camera Fine India Public Issue Odisha