Advertisment

Special Story| NHAIକୁ ଜଣା ନାହିଁ, STA 50ରେ କାଟୁଛି ଫାଇନ୍ | Speed Limit Confusion on National Highway

Advertisment

ରାସ୍ତା ଏନଏଚଏଆଇର କିନ୍ତୁ କ୍ୟାମେରା ଲଗାଇ ଫାଇନ୍ ଆଦାୟ କରୁଛି ଏସଟିଏ । ଏନଏଚଆଇ ବୋର୍ଡ ଲଗାଇ କହୁଛି ଆମେ ଭଲ ରାସ୍ତା ଦେଇଛୁ , ତୁମେ 80 କିଲୋମିଟର ବେଗରେ ଗାଡି ଚଳାଅ । କିନ୍ତୁ ଏନଏଚଏଆଇକୁ ନ ଜଣାଇ ଏସଟିଏର ଜାତୀୟ ରାଜପଥରେ 50 କିଲୋ ମିଟର ନୂଆ ନିୟମ ଲଗାଇ ଚାଲାଣ ପରେ ଚାଲାଣ କାଟି ଚାଲିଛି । ଏନଏଚଆଇ ରାସ୍ତା ପାଇଁ ଟୋଲ୍ ଗେଟରୁ ପାଇସା ଆଦାୟ କରୁଛି । ଆଉ ଏସଟିଏ ସେହି ରାସ୍ତା ଉପରେ କ୍ୟାମେରା ଲଗାଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#nhai#sta#fine#traffic_rule#bhubaneswar#camera

Advertisment
Public Issue Odisha Odisha Viral News Speed Camera Fine India traffic rules India Highway Scam Breaking Odisha news transport department Odisha NHAI Road Odisha Speed Limit 50 Fine NH Speed Limit 80 traffic challan Odisha Camera Raj Toll Gate Issue Highway Speed Limit Odisha traffic news Traffic Camera Fine Speed Limit Controversy National Highway Fine STA Odisha NHAI National News odisha reporter youtube Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe