Advertisment

Special Story | ଟୋଲ୍‌ ପ୍ଲାଜାରେ ମହିଳା ଓକିଲଙ୍କ ଉଦଣ୍ଡ ନୃତ୍ୟ || Toll Plaza Fight Viral || Uttar Pradesh

author-image
Odisha Reporter

ଲାତ ପରେ ଲାତ, ଗାଲକୁ ଚାପୁଡ଼ା ପରେ ଚାପୁଡ଼ା। ଏ ଭିଡିଓକୁ ଟିକେ ଦେଖନ୍ତୁ କେମିତି ମହିଳା ଜଣକ ଗେଟକୁ ଗୋଇଁଠା ପରେ ଗୋଇଁଠା ମାରି ଚାଲିଛନ୍ତି। ଦର୍ଶକବନ୍ଧୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏ ଦୃଶ୍ୟହେଉଛି ଏକ ଟୋଲ ପ୍ଲାଜାର। ଆଉ ନାଲି ଶାଢ଼ୀ ପିନ୍ଧା ଏ ମହିଳା ଜଣକ ପେସାରେ ଜଣେ ଆଇନଜୀବୀ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଓକିଲ ମାଡାମ ଟୋଲ୍ ପ୍ଲାଜାରେ କାହିଁକି ଏମିତି ଆଚରଣ କରୁଛନ୍ତି। ପୂରା ଘଟଣା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#TollPlazaViolence#WomenAdvocate#LawyersProtest#SonbhadraNews#Robertsganj#TollPlazaFight#AdvocateAssault#tollplazavivad#JusticeForLawyers#UPT060

Advertisment
national highway incident toll plaza harassment law and order issue public outrage video india viral controversy lawyer aggression toll booth fight shocking viral video india lawyer power abuse toll plaza staff assault social media viral video breaking news India woman lawyer controversy toll plaza chaos lawyer beating video viral toll plaza incident toll plaza assault toll plaza fight india woman lawyer viral video toll plaza viral video