Advertisment

ଏମିତି ପାଠ , ଚାକିରି ନିଶ୍ଚିତ | Career In Agriculture Science || Career Podcast||OR

author-image
Odisha Reporter

ବାହାର ରାଜ୍ୟରେ ଦାଦନ ଖଟିବା ଅପେକ୍ଷା ନିଜ କ୍ଷେତରେ ସୁନାର ଫସଲ ଫଳାଇ ପାରିବେ । ବିଲ ହିଡରେ ମୁଣ୍ଡରେ ହାତ ଦେଇ ଚିନ୍ତା କରିବାର ସମୟ ଗଲା। ଏବେ ବୈଷୟିକ ଶିକ୍ଷା ଓ ଜ୍ଞାନକୌଶଳ ବ୍ୟବହାର କରି କୃଷିରୁ ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା । ପାଠ ପଢ଼ି ବ୍ୟାଙ୍କରେ କୃଷି ଅଧିକାରୀ ହେଉ ଅବା ନିଜସ୍ବ ଫାର୍ମ କରି ମୋଟା ଅଙ୍କର ଟଙ୍କା ଅର୍ଜିପାରିବେ । କୃଷି ବିଜ୍ଞାନ ପାଠ୍ୟକ୍ରମରେ ଏମିତି କେତେ କଣ ସୁଯୋଗ ରହିଛି। ଆସନ୍ତୁ Agriculture Entrepreneur ଡକ୍ଟର ସୁଶାନ୍ତ ନାୟକଙ୍କଠୁ ଜାଣିବା , ଏ କ୍ଷେତ୍ରରେ ପିଲାମାନେ କେମିତି କରିବେ କ୍ୟାରିୟର। Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: #OdishaReporter">https://www.instagram.com/odishareporter_official/#OdishaReporter#CareerPodcast#agriculture#entrepreneur#OUAT#agribusiness

Advertisment
Syllabus Agriculture Science career podcast Odisha news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News