Advertisment

ସୁନୀଲଙ୍କ ଶେଷ ମେସେଜ୍- ଆମ ସଂପର୍କରେ କାହା ନଜର ଲାଗିଗଲା || Constable’s Death Shocks Nayagarh || OR

Advertisment

ସୁନୀଲଙ୍କ ଶେଷ ମେସେଜ୍- ଆମ ସଂପର୍କରେ କାହା ନଜର ଲାଗିଗଲା | Constable’s Death Shocks Nayagarh | Odisha Reporter
ନୟାଗଡ ଓଡଗାଁ ଥାନା ବେରୁଆବାରି ଗାଁର ସୁନୀଲ ସେଠୀ। 2023ରେ ଓଡ଼ିଶା ପୋଲିସରେ କନଷ୍ଟେବଲ ଭାବେ ନିଯୁକ୍ତି ପାଇଥିଲେ। କିଛି ଦିନ ହେବ ନୟାଗଡ ରିଜର୍ଭ ବାଟାଲିୟନରେ କାର୍ଯ୍ୟ କରୁଥିଲେ। ପୋଲିସ ବାରାକରେ ରହୁଥିଲେ। ଏହାରି ଭିତରେ ଭାଇ ଶାଳିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟ ପରସ୍ପରକୁ ଭଲ ପାଉଥିଲେ। ହେଲେ ରାଜିନଥିଲେ ସୁନୀଲଙ୍କ ପରିବାର।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter ##constable#lovestory#nayagarh#Odisha#OdishaReporter

Advertisment
Odisha police updates Odisha police investigation police barrack death case Odisha crime news today Nayagarh police constable death police barrack news Nayagarh latest news Odia news YouTube controversial love story Odisha Odisha Police News Odagaon police case Odisha breaking news today family opposition love story police constable personal life Nayagarh love affair case Odisha police constable news Sunil Sethi Nayagarh Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe