Advertisment

ଲିଙ୍ଗରାଜ ମହାପ୍ରଭୁ ମହାକାର୍ତ୍ତିକ ମାସରେ ଖାଡା ଉପାସ |Sura Routray Angry Over Lingaraj Temple Seva Stopped

author-image
Odisha Reporter

#ଲିଙ୍ଗରାଜ_ମନ୍ଦିର_ନୀତିକାନ୍ତି_ବନ୍ଦ
ସମର୍ଥା ନିଯୋଗ ସେବାୟତ ଲିଙ୍ଗରାଜଙ୍କ ସେବା ବନ୍ଦ କରିଛନ୍ତି । ଗତକାଲି ସକାଳୁ ସାହାଣ ମେଲା, ସୂର୍ଯ୍ୟ ପୂଜା ପରେ ଦ୍ବାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ । ସମର୍ଥା ସେବାୟତଙ୍କ ଏକ ପରିବାରର କେହି ନଥିବାରୁ ଠାକୁରଙ୍କ ସେବାପୂଜାକୁ ଆସିନଥିଲେ । ଏହି ବିବାଦର ସମାଧାନ ହୋଇପାରିନଥିବାରୁ ଠାକୁରଙ୍କ ନୀତି ବନ୍ଦ ରହିଛି । ଲିଙ୍ଗରାଜ ମହାପ୍ରଭୁ ମହାକାର୍ତ୍ତିକ ମାସରେ ଖାଡା ଉପାସରେ ଅଛନ୍ତି ।
#Religion_TempleService#OdishaCulture_LingarajaTemple
#TempleRituals_Disruption#DevoteesImpact#OdishaNews
#LingarajaTemple_Bhubaneswar#ServitorStrike_Odisha
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Sura Routray Lord Lingaraj devotees Lingaraj puja stop Odisha Viral News Mahakartika month temple news Odisha OdishaReporter Lingaraj dispute Odisha temple rituals Lingaraj Mahaprabhu Odisha religion news Lingaraj niti Lingaraj rituals Samartha sevayat Odisha breaking news Bhubaneswar temple news Lingaraj controversy Lingaraj seva stopped Lingaraj news Lingaraj Temple Odisha Reporter Odisha oriya news today odia khabar