ତମାଣ୍ଡୋ ଛକରେ ପିଟିହେଲା ଭଳଭଳ ପିଚୁ ବୋହିଲା... || Massive Road Accident on NH-16 || Bhubaneswar || Odisha Reporter
ପିଚୁ ବୋଝେଇ ଟ୍ୟାଙ୍କରକୁ ଧକ୍କା ଦେଲା ଟ୍ରକ୍, ଏନ୍ଏଚ୍ -୧୬ ତମାଣ୍ଡୋ ନିକଟରେ ଦୁର୍ଘଟଣା । ୨ ଗୁରୁତର ଡ୍ରାଇଭର ମେଡିକାଲରେ ଭର୍ତ୍ତି । ରାସ୍ତା ସାରା ବିଛେଇ ହୋଇପଡ଼ିଛି ପିଚୁ; ଯାତାୟାତ ବାଧାପ୍ରାପ୍ତ । ପ୍ରବଳ କୁହୁଡ଼ି ପାଇଁ ଦୁର୍ଘଟଣା ଘଟିଥିବା ସନ୍ଦେହ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#Bhubaneswar#Accident#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us