#ମନ_କିଣିନେଲା_ଭଞ୍ଜନଗର_ସୁନା_ମାଉସୀ
ଆଖିକୁ ଠିକ୍ ସେ ଦେଖା ଯାଉନି, କି କାନକୁ ଆଉ ଭଲରେ ପଦେ ଶୁଭୁନି । ଅଣ୍ଟା ସଖଳି ଠିଆ ହେବାକୁ ଜୁ ପାଉନି .. ଦେହରେ ମାଉଁସ ବୋଲି ଟିକେ ନାହିଁ .. ବୟସ 80 ପାର୍ ହେଲାଣି ,ଜୀବନର ଅନ୍ତିମ ଘଡି ଡାକରା ବି ଦେଲାଣି .. କିନ୍ତୁ ହାତ ଥକି ପଡିନି,କି ମନ ମରି ଯାଇନି । ଏବେ ବି କୁଲା ବାଉଁଶିଆ ଧରି ବିକ୍ରି କରିବାକୁ କଟକ ଧାଇଁ ଆସିଛନ୍ତି ଭଞ୍ଜ ନଗରର ଏମ୍ ସୁନା ମାଉସୀ ।
#specialstory#kulaseller#cuttack#pujabazar#odishareporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
