ଶିଖରଚଣ୍ଡୀରୁ ଆଉଟ ଦନ୍ତା || Elephants Leave Shikhar Chandi Hill After 6 Days || Bhubaneswar || Odisha Reporter
ଶିଖରଚଣ୍ଡୀ ପାହାଡରୁ ଫେରିଲେ ଦନ୍ତା ହାତୀ। ୬ ଦିନ ପରେ ଭରତପୁର ଜଙ୍ଗଲକୁ ଫେରିଛନ୍ତି। ଦୁଇ ଦନ୍ତା ହାତୀଙ୍କୁ ଘଉଡ଼ାଇବାକୁ ନାଇଟ୍ ଅପରେସନ୍ ଚଳାଇଥିଲା ବନ ବିଭାଗ। ହାତୀଙ୍କ ପାଇଁ ୨ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଶିଖରଚଣ୍ଡୀ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#Odisha#Shikharchandi#ElephantMovement#ForestDept#BharatpurForest#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us