#କ୍ୟାମେରା_ଆଗରେ_କିରୋସିନି_କଳାବଜାରୀ
#ପଚାରିଲେ_କହୁଛନ୍ତି_କେତେ_ନେବ_କଥା_ଚାପିଦିଅ
ନିଜେ ଅଛନ୍ତି ଦାୟିତ୍ୱରେ, ହେଲେ ଦାୟିତ୍ୱ ଆଳରେ କରୁଛନ୍ତି କଳାବଜାରୀ । ଆଉ କ୍ୟାମେରାରେ ଧରା ପଡିଯିବା ପରେ ଘଟଣା ଚାପି ଦେବାକୁ କହୁଛନ୍ତି । ନିଜେ ସମ୍ପାଦକ ସାଜିଛନ୍ତି କିରୋସିନି ଲୁଟ ଏବଂ କଳାବଜାରୀର ମୁଖ୍ୟ ନାୟକ । ଉଦଳା ଆରସିଏମଏସରୁ ଆସିଛି ଏଭଳି ସାଙ୍ଘାତିକ ଲୁଟର ଭୟଙ୍କର ପ୍ରମାଣ । ଉଦଳା ଆରସିଏମଏସରୁ କିରୋସିନି ସ୍ପଷ୍ଟ ଦିବାଲୋକରେ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇ ପହଞ୍ଚିଥିଲା ଆମ ଟିମ। ଆଉ ଆମ ଟିମ କୁ ଦେଖି ସମସ୍ତେ ଗାଡି ଛାଡି ଚାଲିଗଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#mayurbhanj#kerosine#black#udala#loot#exclusive
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
