ବିଡିଓଙ୍କ ମନମାନି ବନ୍ଦ କରିଦେଲେ ଗରୀବଙ୍କ ଭତ୍ତା- ଚାଉଳ || Serious Allegations Against Agalpur BDO | Balangir | Odisha Reporter
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିନଥିବାରୁ ମିଳୁନି ରାସନ୍। ଏଭଳି କିଛି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବିଡିଓ କୁଲଦୀପ ମହାନ୍ତିଙ୍କ ବିରୋଧରେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ମାନେ ଘର ସମ୍ପୂର୍ଣ୍ଣ ନିର୍ମାଣ କରିନାହାନ୍ତି ସେମାନଙ୍କ ରାସନ୍ କାର୍ଡରେ ଚାଉଳ, ଭତ୍ତା ବନ୍ଦ କରି ଦିଆଯାଇଥିବା ଅଭିଯୋଗ ହୋଇଛି। ଦେଖନ୍ତୁ ଆମ ରିପୋର୍ଟ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#Odisha_PDSIssue#BalangirRationCut#PMAY_RationProblem#AgalpurComplaints#PublicDistributionSystem#RiceSubsidyCut#KuldeepMahantiVideo#eKYC_RationOdisha#FoodSecurityOdisha#OdishaNews#Bolangir#Odisha#OdishaReporter#BalangirNews, #PMAY, #RationIssue, #OdishaNews, #Agalpur
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
