#ଠିକ୍_ବେଳକୁ_ବିହାରୀ_ସୁଟର_ଲେଉଟିଗଲେ
ଆଇନଜୀବୀ ପିତବାସ ହତ୍ୟାକାଣ୍ଡକୁ ହଠାତ୍ ବୁଝିବା ଏତେ ସହଜ ନୁହେଁ। କାରଣ ଏ ସମ୍ପୁର୍ଣ୍ଣ ମାମଲାରେ ଅନେକ ଅଭିଯୁକ୍ତ ଅଛନ୍ତି ଆଉ ରହିଛି ଅନେକ କନସ୍ପିରେସି। ଏକାଧିକ ଲୋକଙ୍କ ସମ୍ପୃକ୍ତି ଏ ମାମଲାକେ ଏତେ କିଟିମିଟିଆ କରି ଦେଇଛି ଯେ, ହଠାତ୍ ବୁଝିବାକୁ ସମୟ ଲାଗିବ। ଏ ହତ୍ୟାକୁ ଚୁଡାନ୍ତ ରୂପ ଦେବାକୁ ଢେର ଦିନ ହେବ ପ୍ଲାନିଂ ହୋଇଥିଲା। ୪ ଜଣ ବିହାରି ସୁଟର ସେପ୍ଟେମ୍ବର ୧୪ ତାରିଖକୁ ଟାର୍ଗେଟ କରିଥିଲେ। ଏଥିପାଇଁ ଆଡଭାନ୍ସ ଟଙ୍କା ବି ନେଲେ। ଆଉ ଏ ସବୁର ପ୍ଲାନିଂକୁ ସୁଚିନ୍ତିତ ଭାବେ ସଞ୍ଚାଳନ କରୁଥିଲେ କର୍ପୋରେଟର ମଳୟ ବିଶୋୟୀ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#pitabaspanda#berhampur#murdermystry#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
