#ଶିବ_ଲିଙ୍ଗ_ଉପରେ_ପୂଜକଙ୍କ_ମୃତଦେହ
ଜଗତସିଂହପୁର: ପୁନଙ୍ଗ ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର। ଶିବ ଲିଙ୍ଗ ଉପରେ ମୃତଦେହ ପଡ଼ିଥିବା ଦେଖିଥିଲେ ଗାଁଲୋକେ। ପୋଲିସ୍କୁ ଖବର ଦେବା ପରେ ମୃତଦେହ ଉଦ୍ଧାର, ସାଇଣ୍ଟିଫିକ୍ ଟିମ୍ର ତଦନ୍ତ। ମନ୍ଦିର ଭିତରେ ଗୋଡ଼ ଖସିଯିବାରୁ ମୁଣ୍ଡରେ ଆଘାତ ଲାଗି ମୃତ୍ୟୁ ସନ୍ଦେହ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Jagatsinghpur#Punanga#ShivaTemple#PriestDeat#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
