Advertisment

ବ୍ରେକ୍ ଫେଲ୍ ହୋଇ ମାଡ଼ିଗଲା ବସ୍ || Police Bus Brake Fails During Bharat Bandh || Rayagada || OR

author-image
Odisha Reporter

#ବ୍ରେକ୍_ଫେଲର_ଲାଇଭ୍_ଦୃଶ୍ୟ
ବ୍ରେକ୍ ଫେଲ୍ ହେଲା ପୋଲିସ ବସ, ଅଳ୍ପକେ ବର୍ତ୍ତିଲେ ଶତାଧିକ ଆନ୍ଦୋଳନକାରୀ, ପୋଲିସ ଓ ସାମ୍ୱାଦିକ । ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସ୍ବାଧୀନ ଫେଡରେସନ୍ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଥିବା ବେଳେ ରାୟଗଡା ସହରର ଶିରିଗୁଡ଼ା ଛକରେ ଅନେକ ଯାନବାହାନ ଅଟକିଥିଲା, ଶତାଧିକ ଆନ୍ଦୋଳନକାରୀ ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଉପସ୍ଥିତ ଥିଲେ । ଏତିକି ବେଳେ ଅଟକି ଥିବା ପୋଲିସ ବସ ବ୍ରେକ ଫେଲ୍ ହୋଇ ମାଡ଼ିଯାଇଥିଲା ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Policebus#Brakefail#rayagada#bharatband

Advertisment
Odisha live news Rayagada latest news police vehicle accident Odisha bandh update protest accident news Rayagada Siriguda Chhak brake failure live video Odisha breaking news Rayagada protest news Bharat Bandh incident police bus brake fail Rayagada news Odisha National News oriya news today odia khabar oriya samachar odia news live ajira odia news today news ajira khabar odisha reporter youtube Odisha Reporter Odisha News