#ବରଗଛ_ମୂଳରେ_ଫଁ_ଫଁ
ବିରାଟକାୟ ଅଜଗର ଉଦ୍ଧାର, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବିଜେପୁର ନିକଟ ଏକ ବରଗଛ ମୂଳରୁ ଏହି ବିରାଟକାୟ ଅଜଗରଟି ଉଦ୍ଧାର ହୋଇଛି । ଗତ ରାତିରେ ଏହି ବିଜେପୁର ଗାଁର ଏକ ବରଗଛ ମୂଳେ ଏହି ବିରାଟକାୟ ଅଜଗରଟିକୁ ଗାଁଲୋକେ ଦେଖିବାକୁ ପାଇଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
Advertisment
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Odisha#kingcobra#snakerescue#sonepur
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
