Advertisment

ଜବରଦଖଲ ଘର ଉପରେ ବୁଲିଲା ବୁଲଡୋଜର | Odisha Reporter

author-image
Odisha Reporter

#ଜବରଦଖଲ_ଘର_ଉପରେ_ବୁଲିଲା_ବୁଲଡୋଜର
ସମ୍ବଲପୁରରେ ଚାଲିଛି ବଡ଼ ଧରଣର ଦବରଦଖଲ ଉଛେଦ । ସହରର ୫୩ ନମ୍ବର ଜାତୀୟ ରାଜପଥର ରେମେଡ ଠାରେ ସମ୍ବଲପୁର ମହାନଗର ନିଗମର ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ସ୍ଥାନୀୟ ପୋଲିସ,ଓ ବିଦ୍ୟୁତ୍ ବିଭାଗର ସହଯୋଗରେ ଏହି ଉଚ୍ଛେଦ ଚାଲିଛି । ବହୁବର୍ଷ ଧରି ଜାତୀୟ ରାଜପଥ କଡରେ ଅନେକ ଅନଧିକୃତ ଦୋକାନ ଘର ନିର୍ମାଣ କରାଯାଇ ଭଡ଼ା ଦିଆ ଯାଇଥିଲା । ଫଳରେ ଜାତୀୟ ରାଜପଥ ସଙ୍କୁଚିତ ହେବ। ସହ ବାରମ୍ଵାର ସେଠାରେ ରାସ୍ତା ଦୁର୍ଘଟଣା ଘଟି ଜୀବନ ଯାଉଥିଲା । ଉଛେଦ ସମୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#sambalpur#Evictions#Odisha#OdishaReporter

Odisha Odisha Reporter Odisha News National News latest odia news odia breaking news national news in odia latest oriya news odisha reporter youtube today news news in odia ajira odia news odia news live oriya news today odia news oriya samachar ajira khabar odia khabar