Advertisment

ମହିଳାଙ୍କ ଉପରେ ଚଢ଼ିଗଲା ବସ୍ || SJTA Bus Accident in Puri || Odisha Reporter

Advertisment

#ମହିଳାଙ୍କ_ଉପରେ_ଚଢ଼ିଗଲା_ବସ୍
ନବକଳେବର ରୋଡରେ ଦୁର୍ଘଟଣା ଜଣେ ମହିଳା ଗୁରୁତର ଆହାତ । ଆହାତ ମହିଳାଙ୍କୁ ପୁରୀ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଗୋଡ ଉପରେ ଚଢିଯାଇଛି ବସ୍ । ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନ ବସକୁ କ୍ରୁଟ ଚଳାଉଛି । ଶ୍ରୀମନ୍ଦିର ଠାରୁ ମାଳତୀପାଟପୁରୁ ବସଷ୍ଟାଣ୍ଡ ଯାଉଥିବା ବେଳେ ବସଟି ଦୁର୍ଘଟଣା କରିଥିଲା । ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#PURI#accident#Bushit

Advertisment
public protest Puri road accident Puri today bus accident Odisha Odisha breaking news today Puri Latest News Malatipatpur bus stand road Shri Mandir bus Puri hospital news woman injured bus accident Odisha road accident Puri breaking news Jagannath Temple bus news SJTA bus accident Puri bus accident Nabakalebara road accident odia news live today news ajira khabar odisha reporter youtube latest oriya news Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe