Advertisment

ଛିନଛତର ହୋଇପଡ଼ିଛି କାର ଇଞ୍ଜିନ୍ | Odisha Reporter

author-image
Odisha Reporter

#ଛିନଛତର_ହୋଇପଡ଼ିଛି_କାର_ଇଞ୍ଜିନ୍
ସମ୍ବଲପୁର ଅଇଁଠାପାଲିରେ ଭୟଙ୍କର କାର୍ ଦୁର୍ଘଟଣା । ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ କାର ଠାରୁ ଇଞ୍ଜିନ ପ୍ରାୟ ୧୦୦ ଫୁଟ ଦୂର ରାସ୍ତାରେ ଅପର ପାର୍ଶ୍ବରେ ପଡିଛି । ଦୁର୍ଘଟଣାରେ ରାସ୍ତା କଡରେ ଥିବା ୩ ଟି ୨ ଚକିଆ ଯାନ ବି ଭାଙ୍ଗି ଯାଇଛି। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ । ଗତକାଲି ବିଳମ୍ୱିତ ରାତିରେ ଆଦର୍ଶ ମାର୍ଗ ନିକଟରେ ଘଟିଛି ଏହି ଦୁର୍ଘଟଣା।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#RoadAccident_Sambalpur#CarCrash_Ainthapali#TrafficIncident_Odisha#VehicleAccident_News#HighImpactCrash#RoadSafety#NightAccident
#TwoWheelerDamage#OdishaReporter

Advertisment
Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News