#ଫାଇନାନ୍ସ_ରିକୋଭରି_ଏଜେଣ୍ଟ_ନା_ଗୁଣ୍ଡା ?
ସ୍କୁଟି ଗାଡ଼ିର କିସ୍ତି ଖିଲାପ ଯୋଗୁଁ ବ୍ରହ୍ମଗିରି ନିକଟସ୍ଥ କେରାଣ୍ଡିଆ ଠାରେ ତିନିଜଣଙ୍କୁ ଛୁରା ମାଡ ହୋଇଛି। ତିନିଜଣ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ଅଜିବ ଜେନା ଗୋଲା ଜଗନ୍ନାଥପୁର ଅଞ୍ଚଳର ନିବାସୀ ନିଜ ପୁଅକୁ ନେଇ କେରାଣ୍ଡିଆ ଡାକ୍ତରଖାନାକୁ ଆସୁଥିବା ବେଳେ ମାଗି ଆଣିଥିବା ସ୍କୁଟିକୁ ଛଡାଇବା ପାଇଁ ଉଦ୍ୟମ କରିଥିଲେ ମା ମଙ୍ଗଳା ଏଜେନ୍ସୀର କର୍ମଚାରୀ ଅମିର ବରାଳ ଓ ତାର ଅନ୍ୟଜଣେ ସାଥୀ। ହେଲେ ଅଜିବ ପ୍ରତିବାଦ କରିବାରୁ ତାଙ୍କ ଗୋଡ଼ ଓ ମୁଣ୍ଡକୁ ଛୁରାମାଡ କରିଥିଲେ। ସେହି ସମୟରେ ତାଙ୍କର ଭଣଜା ଓ ପୁତୁରାକୁ ମଧ୍ୟ ଅଭିଯୁକ୍ତ ପେଟ ଓ ଛାତିକୁ ଛୁରାମାଡ କରି ଗୁରୁତର କରିଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#loanrecoveryagent#puri#stabbing#scooty#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us