ଡେମୋ ଦେଖାଇଲା ହାପି ଏମିତି ଘଟେଇଥିଲା କାଣ୍ଡ | Crime Scene Recreation in Dhauli Case | Prime Accused Caught | Odisha Reporter
ଭୁବନେଶ୍ୱର ଧଉଳି ଦୟାନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମ୍ ସିନ୍ ରିକ୍ରେଏସନ୍। ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପିକୁ ଗଞ୍ଜାମରୁ ଗିରଫ କରିଛି ସ୍ପେସାଲ ସ୍କ୍ବାଡ୍ ଓ ଧଉଳି ଥାନା ପୋଲିସ। ଏହାପରେ ତାକୁ କ୍ରାଇମ ସ୍ପଟରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ଘଟଣାଠାରୁ ଫେରାର ଥିଲା ଜୋକର ହାପି। ଏବେ ଜୋକର ହାପିର ୨ ସହଯୋଗୀ ଫେରାର ଅଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#Odisha#OdishaCrime#MinorRapeCase#DhauliPolice#CrimeSceneRecreation#GangRapeProbe#BhubaneswarCrime#PoliceAction#JusticeProcess#GanjamArrest_Odisha#OdishaReporter#DhauliCase
#CrimeSceneRecreation
#Bhubaneswar
#PoliceAction
#CrimeUpdate
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
