#ବଳ_ଦେଖାଉଥିଲେ_ଠିକାଦାର_ଯନ୍ତ୍ରୀ #ଝାଳ_ବାହାର_କରିଦେଲା_ପୁଲିସ
ବଲାଙ୍ଗିର ଟାଉନଥାନା । ଥାନା ଭିତରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ । ଯନ୍ତ୍ରୀଙ୍କୁ ଜେରା କରୁଛି ପୋଲିସ । ଠିକ ସେମିତି ଠିକାଦାର ସାଥି ସହଯୋଗୀଙ୍କ ସହିତ, ପହଞ୍ଚିଥିଲେ ଠିକାଦାର ପ୍ରେମରଂଜନ ପାଣିଗ୍ରାହୀ । ତାଙ୍କୁ ବି ଜେରା କଲା ପୋଲିସ । କାହିଁକି କଣ ପାଇଁ ପୂର୍ତ୍ତ କାର୍ଯ୍ୟାଳୟରେ ଘଟିଥିଲା ଗଣ୍ଡୋଗୋଳ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#bolangir#Townthana#contractor#engineer#policeaction
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us