ମାଉସୀଙ୍କୁ ଜିଲ୍ଲାପାଳ ଦେଲେ ଘର | Sonepur Collector Nruparaj Sahu Kept His Promise | Taras Mausi | Odisha Reporter
ଶେଷରେ ରାସ୍ତାକଡରେ ଶୋଉଥିବା ତରାସ ମାଉସୀକୁ ପ୍ରଶାସନ ପକ୍ଷରୁ ମିଳିଲା ଘର । ଆମେ ସେଇ ତରାସ ମାଉସୀଙ୍କ କଥା କହୁଛୁ ଯାହାଙ୍କୁ କିଛିଦନ ତଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ଭେଟି ପ୍ରତିଶୃତି ଦେଇଥିଲେ । ତରାସ ଏବଂ ତାଙ୍କ ପାଳିତ ଗାଈ ଓ ବିରାଡଙ୍କୁ ନେଇ ଏକାଠି ରହିବାକୁ ଘରଟିଏ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜି ଦେଇଥିବା କଥା ରକ୍ଷାକଲେ ଜିଲ୍ଲାପାଳ । ଆଉ ଏବେ ମୁଣ୍ଡ ଗୁଂଜିବାକୁ ନୁଆ ଘରଟିଏ ପାଇ ବେଶ ଖୁସି ତରାସ ମାଉସୀ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#helplessness#sonepur#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
