Advertisment

ମାଉସୀଙ୍କୁ ଜିଲ୍ଲାପାଳ ଦେଲେ ଘର | Sonepur Collector Nruparaj Sahu Kept His Promise | Taras Mausi | OR

Advertisment

ମାଉସୀଙ୍କୁ ଜିଲ୍ଲାପାଳ ଦେଲେ ଘର | Sonepur Collector Nruparaj Sahu Kept His Promise | Taras Mausi | Odisha Reporter
ଶେଷରେ ରାସ୍ତାକଡରେ ଶୋଉଥିବା ତରାସ ମାଉସୀକୁ ପ୍ରଶାସନ ପକ୍ଷରୁ ମିଳିଲା ଘର । ଆମେ ସେଇ ତରାସ ମାଉସୀଙ୍କ କଥା କହୁଛୁ ଯାହାଙ୍କୁ କିଛିଦନ ତଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ଭେଟି ପ୍ରତିଶୃତି ଦେଇଥିଲେ । ତରାସ ଏବଂ ତାଙ୍କ ପାଳିତ ଗାଈ ଓ ବିରାଡଙ୍କୁ ନେଇ ଏକାଠି ରହିବାକୁ ଘରଟିଏ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜି ଦେଇଥିବା କଥା ରକ୍ଷାକଲେ ଜିଲ୍ଲାପାଳ । ଆଉ ଏବେ ମୁଣ୍ଡ ଗୁଂଜିବାକୁ ନୁଆ ଘରଟିଏ ପାଇ ବେଶ ଖୁସି ତରାସ ମାଉସୀ
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#helplessness#sonepur#Odisha#OdishaReporter

Advertisment
Subarnapur district news Odisha local news Odisha story of kindness Odia news update Odisha ground report Odisha humanity Taras Mausi new house Collector Nrupraj Sahu Odisha heart-touching news Taras Mausi video Odisha inspiring story Odisha Viral Story Subarnapur collector Odisha emotional story Odisha good news Taras Mausi house Nrupraj Sahu Odisha Collector Subarnapur news Taras Mausi National News national news in odia Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe