Advertisment

ସେପଟେ ଡ୍ରାଇଭରଙ୍କ ଝିଅ, ଏପଟେ ମୁଖ୍ୟମନ୍ତ୍ରୀଙ୍କ ପୁଅ | CM Mohan Yadav Breaks VIP Culture | Mass Wedding |

Advertisment

ମଧ୍ୟପ୍ରଦେଶ ଉଜ୍ଜେନ ସହରର ଏହା ଗୋଟିଏ ଗଣ ବିବାହର ଦୃଶ୍ୟ, ଯେଉଠି ପୂଅ ବାହା କରି ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ। ବଡ କଥା ହେଉଛି ଏହି ଗଣ ବିବାହରେ ସାଧାରଣ ଡ୍ରାଇଭର ମଧ୍ୟ ତାଙ୍କ ଝିଅ, ପୁଅ ବାହା ଦେଉଛନ୍ତି। ବଡ ସାନର ଭେଦ ଓ ଭିଆଇପି କଲଚରକୁ ଆଡ କରି ଜଣେ ମୁଖ୍ୟମନ୍ତ୍ରୀ ଏମିତି ସାଧାରଣ ଆଟୋପ ଭିତରେ ବିବାହ ଆୟୋଜନକୁ ସମସ୍ତେ ପ୍ରଶଂସା କରିଛନ୍ତି।
CM Mohan Yadav Breaks VIP Culture! Attends Mass Wedding in Ujjain | Driver’s Children Also Married
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#ujjain#MassMarriage#Odisha#OdishaReporter

Advertisment
Indian social reform Madhya Pradesh viral news Ujjain CM event Cm Mohan Yadav viral Indian culture wedding mass marriage India gaon shaadi MP driver son wedding driver daughter marriage public wedding event MP latest news Ujjain viral video VIP culture India MP CM Mohan Yadav Madhya Pradesh News Ujjain mass wedding Mohan Yadav National News oriya news today odia khabar odisha reporter youtube national news in odia Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe