ଗୋଡ଼େଇ ଗୋଡ଼େଇ ଦଳିଦେଲା ହାତୀ | Wild Elephant Attack in Khaira Balasore | Elderly Killed | Odisha Reporter
ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ, ୨ ଯୁବକ ଗୁରୁତର । ବାଲେଶ୍ୱର ଜିଲ୍ଲା ଖଇରା ଥାନା ପୂର୍ବପଡ଼ା ଗାଁରେ ଦଳିଦେଲା ଗୋଠଛଡ଼ା ହାତୀ । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି, ଘଟଣାସ୍ଥଳରେ ଔପଦା ବନ କର୍ମଚାରୀ । ଶୁଣନ୍ତୁ ପ୍ରତ୍ୟକ୍ଷଦର୍ଶୀ ଗାଁଲୋକେ କଣ କହୁଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Elephantattack#soro#khaira#dead
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us