Advertisment

ମିଳିଲା ପ୍ରମାଣ ବଡ଼ବଡୁଆଙ୍କ ପ୍ଲଟିଂ ପାଇଁ ମୋଡାହୋଇଥିଲା ନକ୍ସା

author-image
Odisha Reporter

ବଡ଼ବଡୁଆଙ୍କ ଫାଇଦା ପାଇଁ ମୋଡା ହୋଇଥିଲା କି ହଳଦିଆପଦର ଓଭରବ୍ରିଜର ନକ୍ସା ? ସରକାରୀ ଜମିରେ ସିଧା ବ୍ରିଜ ନଯାଇ କାହିଁକି ମୋଡି ହୋଇଗଲା ? ପ୍ରାଇଭେଟ ଜମିରେ ବ୍ରିଜ ଗଲେ କ୍ଷତିପୂରଣ ପାଇବେ, ପ୍ଲଟ୍ ରେଟ୍ ବଢିବ ବୋଲି ଯୋଜନା ଥିଲା କି ? ବ୍ରହ୍ମପୁରର ହଳଦିଆପଦର ଓଭରବ୍ରିଜ୍‌ରେ ଟ୍ରକ୍ ଧକ୍କାରେ ୫ ଜଣଙ୍କ ମୃତ୍ୟୁ ଘଟିବା ପରେ ଏହା ନକ୍ସାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ତା’ସହିତ ବଡ଼ ଲୋକଙ୍କ ସ୍ୱାର୍ଥ ପାଇଁ ତ୍ରୁଟିପୂର୍ଣ୍ଣ ନକ୍ସା ତିଆରି ହୋଇଥିବା କଥା ସାମ୍ନାକୁ ଆସିଛି। 

Advertisment
public safety infrastructure odia viral news today minister statement bridge case 5 killed accident Odisha sharp curve overbridge approach road missing bridge safety Odisha odia breaking news infrastructure corruption India alleged design manipulation overbridge accident investigation Odisha road accident news dangerous bridge design overbridge controversy Odisha Haladiapadar overbridge Odisha Reporter Odisha oriya news today odisha reporter youtube