Advertisment

ମିଳିଲା ପ୍ରମାଣ ବଡ଼ବଡୁଆଙ୍କ ପ୍ଲଟିଂ ପାଇଁ ମୋଡାହୋଇଥିଲା ନକ୍ସା | Haladiapadar Overbridge Controversy | OR

author-image
Odisha Reporter

ଓଭରବ୍ରିଜକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ ଏହା ଅଙ୍କାବଙ୍କା ଓଭରବ୍ରିଜ । ସ୍ଥିତି ଏଭଳି ଯେ, ଫୁଟପାଥ ଓ ଦୁଇଟି ଗାଡି ଯିବା ଆସିବା ପାଇଁ ବେଳେ ବେଳେ ଅସୁବିଧା ହେଉଛି । ତା ସହ ଆପ୍ରୋଚ ରୋଡ ନାହିଁ । ଟିକେ ଅସାବଧାନ ହେଲେ ଦୁର୍ଘଟଣା ନିଶ୍ଚିତ । ଗତ ଶନିବାର ଦିନ ଏହି ବ୍ରିଜ ଉପରେ ଦୁର୍ଘଟଣା ଘଟି 5 ଜଣ ନିରିହ ଲୋକ ପ୍ରାଣ ହରାଇଥିଲେ। ପ୍ରଥମେ ମନ୍ତ୍ରୀ ନକ୍ସାକୁ କମ୍, ଡ୍ରାଇଭରକୁ ବେଶୀ ଦୋଷ ଦେଉଥିଲେ। ହେଲେ ପରେ ବୁଝିଲେ ପ୍ରକୃତ ଖେଳ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#behampur#accident#flyover#odisha#OdishaReporter

Advertisment
public safety infrastructure odia viral news today minister statement bridge case 5 killed accident Odisha sharp curve overbridge approach road missing bridge safety Odisha odia breaking news infrastructure corruption India alleged design manipulation overbridge accident investigation Odisha road accident news dangerous bridge design overbridge controversy Odisha Haladiapadar overbridge Odisha Reporter Odisha oriya news today odisha reporter youtube