#ମାଛ_ତରକାରୀ_ଖାଇ_ମରିଗଲା_ପୁଅ
#ଭଉଣୀ_ଭାଇ_ମା_ଗୁରୁତର
ବଡ଼ ସଂଗୀନ ଘଟଣା । ପୂରା ଅଞ୍ଚଳରେ ଚହଳ ପଡ଼ିଗଲାଣି । ସାମୁଦ୍ରିକ ମାଛ ତରକାରୀ ଖାଇ ଜଣକ ଜୀବନ ଚାଲିଯାଇଥିବା ବେଳେ ଏକାଧିକ ଜଣେ ଏବେ ମୃତ୍ୟୁ ସଂଘର୍ଷ କରୁଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧିନ ବରଣ୍ଡୁଆ ଗାଁରୁ ଆସିଛି ଏଭଳି ଦୁଃଖଦ ଘଟଣା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Odisha#Basudevpur#bhadrak
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us