Advertisment

ସାଲିଆସାହିରୁ ଉଚ୍ଛେଦ ହୋଇଥିବା ସବୁ ବସ୍ତିବାସିନ୍ଦାଙ୍କୁ ସରକାର ଘର ଦେବେ || Krushna Chandra Mohapatra || OR

author-image
Odisha Reporter

ସାଲିଆସାହିରେ ଉଚ୍ଛେଦ ହୋଇଥିବା ସବୁ ବସ୍ତି ବାସିନ୍ଦାଙ୍କୁ ସରକାର ଘର ଯୋଗାଇଦେବେ। ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ କିଛି ଲୋକ ଜାଣିଶୁଣି ବିଭ୍ରାନ୍ତ କରୁଛନ୍ତି। ତାର କାରଣ ହେଲା ସେମାନେ ଏକାଧିକ ଘରକୁ ଭଡ଼ା ସୂତ୍ରରେ ଦେଇଛନ୍ତି। ସେମାନଙ୍କ ଘର କାଳେ ଭାଙ୍ଗିଯିବ ସେ ଭୟରେ ସେମାନେ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
#odishareporter#krushnachandramohapatra#saliasahieviction#newhomeforslumpeople
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Salia Sahi latest update trending Odisha news Odia news update bhubaneswar slum demolition eviction truth Odisha Odisha government scheme housing for poor Odisha Odisha politics news Ground Report Odisha Odisha Viral News Bhubaneswar latest news eviction update Salia Sahi controversy Odisha urban development govt housing Odisha eviction protest Bhubaneswar Krishna Chandra Mohapatra Salia Sahi eviction odisha reporter youtube Odisha Reporter Odisha News