Advertisment

ସାଲିଆସାହିରୁ ଉଚ୍ଛେଦ ହୋଇଥିବା ସବୁ ବସ୍ତିବାସିନ୍ଦାଙ୍କୁ ସରକାର ଘର ଦେବେ || Krushna Chandra Mohapatra || OR

Advertisment

ସାଲିଆସାହିରେ ଉଚ୍ଛେଦ ହୋଇଥିବା ସବୁ ବସ୍ତି ବାସିନ୍ଦାଙ୍କୁ ସରକାର ଘର ଯୋଗାଇଦେବେ। ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ କିଛି ଲୋକ ଜାଣିଶୁଣି ବିଭ୍ରାନ୍ତ କରୁଛନ୍ତି। ତାର କାରଣ ହେଲା ସେମାନେ ଏକାଧିକ ଘରକୁ ଭଡ଼ା ସୂତ୍ରରେ ଦେଇଛନ୍ତି। ସେମାନଙ୍କ ଘର କାଳେ ଭାଙ୍ଗିଯିବ ସେ ଭୟରେ ସେମାନେ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
#odishareporter#krushnachandramohapatra#saliasahieviction#newhomeforslumpeople
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Reporter Odisha News odisha reporter youtube Odisha Viral News trending Odisha news Odisha politics news Odisha government scheme Bhubaneswar latest news Odia news update Salia Sahi eviction eviction protest Bhubaneswar Salia Sahi controversy Salia Sahi latest update Ground Report Odisha Krishna Chandra Mohapatra govt housing Odisha Odisha urban development eviction update housing for poor Odisha eviction truth Odisha bhubaneswar slum demolition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe