ବର ଗାଡି ଚଢିଗଲା, ବର ବାପା ଚାଲିଗଲେ | Wedding Turns Tragic | Groom’s Car Kills Father in Balangir | Odisha Reporter
ଏଇ ଗାଡିରେ ବର ବେଶରେ ବସିଥିଲା ପୁଅ। ଆଉ ଗାଡିରେ ଆଗେ ଆଗେ କାନ୍ଧରେ ଗାମୁଛା ପକେଇ ମୁରବୀ ସାଜି ଯାଉଥିଲେ ବରର ବାପା। ବୋହୂ ହାତ ପରସା ଖାଇବାକୁ ମନରେ କୁଢେ ସ୍ବପ୍ନ ନେଇ ଯାଉଥିବା ବାପାଙ୍କୁ କିନ୍ତୁ କାଳ ଗ୍ରାସିବାକୁ ଅପେକ୍ଷା କରିଥିଲା। କେହି କିଛି ଜାଣିବା ଆଗରୁ। ଜମ ହୋଇ ମାଡି ଆସିଥିବା ସେଇ ବର ଗାଡି। ଗାଡି ଚକା ତଳେ ଚାଲିଗଲା ବାପାଙ୍କ ଜୀବନ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Bridecar#Accident#Fatherdeath#patnagarh#bolangir
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
