Advertisment

ଯାଜପୁର ଛୋଟରାୟପୁର ନିକଟ ଏକ ଘରୋଇ କଲେଜରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର| Odisha Reporter

Advertisment

#ଆତ୍ମହତ୍ୟା_ନା_ହତ୍ୟା ?
କଲେଜ ବାଥରୁମରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ। ଯାଜପୁର ଛୋଟରାୟପୁର ନିକଟ ଏକ ଘରୋଇ କଲେଜରୁ ଉଦ୍ଧାର। ମୃତକଙ୍କ ପରିବାର ପକ୍ଷରୁ କଲେଜ ସମ୍ମୁଖରେ ହୋହଲ୍ଲା। ହଷ୍ଟେଲ ଭିତରେ ତୀବ୍ର ଉତ୍ତେଜନା ପରିସ୍ଥିତି। ପୋଲିସ୍ ସହିତ ମୃତକଙ୍କ ସଂପର୍କୀୟଙ୍କ ଧସ୍ତାଧସ୍ତି। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ। ମୃତଦେହ ଉଦ୍ଧାର କରି ପାଣିକୋଇଲି ପୋଲିସର ତଦନ୍ତ।
#JajpurNews#StudentDeath#CrimeUpdate#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Reporter Jajpur News odia breaking news odisha reporter youtube Odisha breaking news Odisha Latest News Odisha Viral News Odisha crime news Odisha police investigation Odisha shocking news Odisha Viral Story College Student Death College Bathroom Incident Student Suicide or Murder Jajpur College News Hostel Death Case College Bathroom Horror Jajpur Viral Video Jajpur Tragedy Jajpur Student Case Panikoili Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe