#ସ୍ୱର୍ଗଦ୍ୱାରରୁ_ଫେରିଲା_ସ୍ୱାମୀଙ୍କ_ଶବ #ହାତ_ଯୋଡ଼ିଲେ_ପତ୍ନୀ
ଘରର ଏକମାତ୍ର ରୋଜଗାରିଆ ଥିଲେ ସ୍ୱାମୀ । ଦୁଇ ପିଲାଙ୍କ ପାଠ ପଢ଼ା ଓ ବୁଢ଼ା ବାପା ମାଆଙ୍କ ସହ ପତ୍ନୀଙ୍କ ଭଲ ମନ୍ଦ ବୁଝୁଥିଲେ । କେବଳ ଯେ ସ୍ୱାମୀଙ୍କୁ ଅଭିଯୁକ୍ତ ମାରିନି ବରଂ ପାଞ୍ଚପ୍ରାଣୀ କୁଟୁମ୍ବଙ୍କ ଆହାର ଛଡ଼ାଇ ନେଇଛନ୍ତି । ପତ୍ନୀ ହାତଯୋଡ଼ି କୋହଭରା କଣ୍ଠରେ କହିଛନ୍ତି ମୋ ଶଙ୍ଖାସିନ୍ଦୂର ଲିଭାଇଛି, ପିଲାଙ୍କ ମୁଣ୍ଡ ଉପରୁ ବାପାର ହାତ ଉଠାଇଛି ତାକୁ ଫାଶୀଦଣ୍ଡ ଦିଆଯାଉ । ଏଥିସହ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#puri#murderstory#MurderCase#Odisha#Bhadrak#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
