Advertisment

ଟଙ୍କା ପାଇଁ ପର ସ୍ତ୍ରୀ ସହ ସମ୍ପର୍କ ରଖୁଛି ସ୍ୱାମୀ | Wife Files Brutal Allegations Against Husband! | OR

author-image
Odisha Reporter

ସ୍ବାମୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ମିଛ କହି ବାହା ହୋଇଥିଲେ, ଏବେ ସାଙ୍ଗ ସହ ସମ୍ପର୍କ ରଖିବାକୁ ବାଧ୍ୟ ସହ ଧମକାଉଛନ୍ତି। ବାହାଘର ପୂର୍ବରୁ ତାଙ୍କର ଅନେକ ସମ୍ପତ୍ତି ଅଛି କହି ବାହା ହୋଇଥିଲେ । ଅନ୍ୟ ରାଜ୍ୟରେ ବ୍ୟବସାୟ ଅଛି, ବାହାଘର ପରେ ଘର ହେବ ଓ ଆର୍ଥିକ ସ୍ୱଚ୍ଛଳ ବୋଲି କହି ବାହାଘର ହୋଇଥିଲା । କିନ୍ତୁ ପରେ ଅତ୍ୟାଚାର ସହ ସାଙ୍ଗସାଥୀଙ୍କୁ ଘରକୁ ଡକାଇ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରୁଛନ୍ତି। ସବୁ ସତ ଜାଣିବା ପରେ ନ୍ୟାୟ ଭିକ୍ଷା କରିଛି ସ୍ତ୍ରୀ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧୀନ କୋଠାର ଅଞ୍ଚଳରେ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#allegation#husbandwife#bhadrak

Advertisment
Odisha real news Odisha domestic abuse Odisha law news Family Dispute Odisha Odisha Latest News Bhadrak viral news Kanak news Odisha OTV news Odisha Odisha crime report wife seeks justice forced relationship Odisha Odisha Social Issues Odisha Viral News Odisha breaking news Bhadrak police case wife alleges abuse domestic violence Odisha Odisha crime news Bhadrak News news in odia odisha reporter youtube Odisha Reporter